Back

ଅଧିକର୍ମିକ


  1. Adhikarmika (ସଂ.ବି.) - ହାଟ ଓ ବଜାରର ତତ୍ତ୍ୱାବଧାରକ; ହାଟ ଦାରୋଗା; ବଜାର ଚଉଧୁରୀ Superintendent of a market.

  2. ହାଟତୋଳା ଆଦାୟ କରିବା ପାଇଁ ନିଯୁକ୍ତ କର୍ମଚାରୀ An officer engaged to collect toll from a market.

  3. ଜମାଦାର; ମୂଲିଆ ବା କାମ କରିବା ଲୋକମାନଙ୍କ କାମ ତନଖିବା ପାଇଁ ନିଯୁକ୍ତ ବ୍ୟକ୍ତି; ସର୍ଦ୍ଦାର A sardār; a supervisor of labourers.