Back

ଅଧିକା


  1. Adhikā (ଦେ.ବିଣ.)ବଳକା; ନିଅଣ୍ଟ ବେଳେ କାମ ଚଳାଇବା ପାଇଁ ପ୍ରସ୍ତୁତ ରଖାଯାଇଥିବା (ବ୍ୟକ୍ତି ବା ବସ୍ତୁ) Extra; additional.

  2. ପ୍ରୟୋଜନାତିରିକ୍ତ Redundant; superfluous.

  3. ଅଧିକ; ବେଶି Great.

  4. ଅବଶିଷ୍ଟ; ବହକା; ବଳିପଡ଼ିଥିବା Remainder.