Back

ଅଧିକାଂଶ


  1. Adhikāṃṣa (ସଂ.ବି.) - ଅଧିକ ଭାଗ; ବେଶି ଭାଗ  A large part.  

  2. କୌଣସି ବସ୍ତୁ ବା ବିଷୟର ଅଧେ ଅପେକ୍ଷା ବେଶି ଅଂଶ Majority; more than half.

  3. (ଦେ.ବିଣ.) - ​‌ଅନେକ; ବହୁତ; ବହୁସଂଖ୍ୟକ  A great number; many.

  4. ବହୁ ପରିମିତ Very much; too much; a very large quantity.

  5. ନିର୍ଦ୍ଦିଷ୍ଟ ବା ସାଧାରଣ ପରିମାଣ ବା ସଂଖ୍ୟାରୁ ଢେର୍ ବେଶି Much more than ordinary.

  6. (ଦେ.କ୍ରି.ବିଣ.)ବହୁ ସ୍ଥଳରେ In a great many places or instances.

  7. ପ୍ରାୟ; ସାଧାରଣତଃ Generally.

  8. ଅଧେ ଅପେକ୍ଷା ବେଶି ସ୍ଥଳରେ  In the majority of cases.




  • ଅଳ୍ପାଂଶ - (ବିପରୀତ)