Back

ଅଧିକାଙ୍ଗ


  1. Adhikāṇga (ସଂ.ବି.) ସଚରାଚର ଦେହରେ ଯେତେ ଅଙ୍ଗ ଥିବାର ଦେଖାଯାଏ ଜଣେ ଜଣେ ବ୍ୟକ୍ତିଙ୍କଠାର ତହିଁ ଅପେକ୍ଷା ଦେଖାଯିବା ବଳକା ଅଙ୍ଗ (ଯଥା - ଛଆଙ୍ଗୁଳିଆ ବ୍ୟକ୍ତିର ଷଷ୍ଠ ଆଙ୍ଗୁଠି)  Redundant limb; extra limb.

  2. (ବହୁବ୍ରୀହି) ସାଞ୍ଜୁ ଉପରେ ଭିଡ଼ାଯାଇ ପିନ୍ଧାଯିବା କମରପଟି; କମରବନ୍ଦ  Belt; sash worn over a coat of mail. 

  3. ଅତିରିକ୍ତ ଅଙ୍ଗବିଶିଷ୍ଟ (ବ୍ୟକ୍ତି)  (person) Having a redundant limb.




  • ଅଧିକାଙ୍ଗୀ - (ସ୍ତ୍ରୀ)