Back

ଅକାଟ


  1. Akāṭa  (ଦେ.ବିଣ.)ଅଖଣ୍ଡନୀୟ (ଯୁକ୍ତି) Irrefutable.

  2. ଯାହା ଅସ୍ତ୍ରଶସ୍ତ୍ରାଦିଦ୍ୱାରା ଅଚ୍ଛେଦ୍ୟ ବା ଅଭେଦ୍ୟ (ଶରୀର)  Invulnerable (body).

  3. ଯେଉଁ ଶର ଅନ୍ୟ ଶରଦ୍ୱାରା କାଟି ହୋଇ ନ ପାରେ  (an arrow) Which can not be cut or baffled by any other arrow.

  4. ଅମୋଘ (ଅସ୍ତ୍ରାଦି) Infallible; unfailing.