Back

ଅଧିକ୍ଷିପ୍ତ


  1. Adhikshipta (ସଂ.ବିଣ.) ନିନ୍ଦିତ Blamed.

  2. ତିରଷ୍କୃତ Censured; abused.

  3. ଅପମାନିତ Insulted.

  4. କାର୍ଯ୍ୟରୁ ଅନ୍ତରିତ; କାର୍ଯ୍ୟରୁ ବରଖାସ୍ତ Dismissed.

  5. ନିକ୍ଷିପ୍ତ; ଫିଙ୍ଗା ଯାଇଥିବା Thrown; bespattered.

  6. କାର୍ଯ୍ୟର ଭାରପ୍ରାପ୍ତ Entrusted with some duty.




  • ଅଧିକ୍ଷେପ - (ବି)