Back

ଅଧିଗତ


  1. Adhigata (ସଂ.ବିଣ.) ଅର୍ଜିତ; ଉପାର୍ଜିତ Earned; acquired.

  2. ପ୍ରାପ୍ତ; ଲବ୍‌ଧ Got; obtained; attained;

  3. ଜ୍ଞାତ Known.

  4. ଶିକ୍ଷା କରାଯାଇଥିବା Learnt; studied.

  5. ସ୍ୱୀକୃତ Agreed to; accepted; acknowledged.

  6. ନିଶ୍ଚିତ Ascertained.

  7. ସଙ୍ଗମ କରାଯାଇଥିବା Cohabited with.

  8. ପରିହିତ Worn; put on.




  • ଅଧିଗତା (ସ୍ତ୍ରୀ)

  • ଅଧିଗମ (ବି.)