Back

ଅଧିଜିହ୍ବ


  1. Adhijihwa (ସଂ.ବି.) ଦ୍ୱିଜିହ୍ୱ; ସର୍ପ Serpent.



 [ ଦ୍ର ] ପୁରାଣ ମତରେ କୁଶ ଉପରେ ରଖା ଯାଇଥିବା ଅମୃତକୁ ଜିଭରେ ଚାଟିଲାବେଳେ ସାପଙ୍କ ଜିଭ କୁଶ ଦାଢ଼ରେ ଦୁଇଫାଳ ହୋଇ ଚିରି ହୋଇ ଯିବାରୁ ସେହି ଦିନଠାରୁ ସାପଙ୍କ ବଂଶଧରମାନଙ୍କର ଜିଭ ଦୁଇଫାଳିଆ ହୋଇଅଛି।]