Back

ଅଧିଦୈବତ

Also : [ ଅଧିଦଇବତ ]




  1. Adhida̲i̱bata (ସଂ.ବି.) ପଦାର୍ଥସମ୍ବନ୍ଧୀ ବିଜ୍ଞାନବିଷୟ ବା ପ୍ରକରଣ A physical subject.

  2. ଯେଉଁ ପ୍ରକରଣ ବା ମନ୍ତ୍ରରେ ଅଗ୍ନି, ବାୟୁ, ସୂର୍ଯ୍ୟ ଆଦି ଦେବତାଙ୍କ ନାମକୀର୍ତ୍ତନ କଲେ ଇଷ୍ଟ ଅର୍ଥର ପ୍ରତିପାଦନ ହୋଇ ବ୍ରହ୍ମବିଭୂତି ଅର୍ଥାତ୍ ସୃଷ୍ଟିର ପଦାର୍ଥମାନଙ୍କ ଗୁଣ ଆଦିର ଶିକ୍ଷା ମିଳେ A formula the recitation of which in the name of certain deities enables the reciter to attain scientific knowledge.

     

    1. Adhida̲i̱ba (ସଂ.ବିଣ.) - ଦେବତା ସମ୍ବନ୍ଧୀୟ Relating to a deity.

    2. ଐଶ୍ୱରିକ Divine.

    3. ଦୈବଯୋଗେ ଘଟିବା; ଆକସ୍ମିକ; ଦୈବୀ (ଘଟଣା) Accidental.