Back

ଅଧିନାୟକ


  1. Adhināyaka (ସଂ.ବି.) - ସମସ୍ତଙ୍କର ଉପରେ କର୍ତ୍ତା, ମୁଖିଆ Over lord.

  2. ସମସ୍ତଙ୍କ ପ୍ରଭୁ The chief master.

  3. ସର୍ଦ୍ଦାର କର୍ମଚାରୀ Head officer.

  4. (ଖେଳ) କୌଣସି ଦଳର ମୁଖିଆ ବା ଅଧିପତି captain, Head player




  • ଅଧିନାୟିକା - (ସ୍ତ୍ରୀ)