Back

ଅଧିପ


  1. Adhipa (ସଂ.ବି.) - ସ୍ୱାମୀ; ପ୍ରଭୁ Lord; master.

  2. ରାଜା  King.

  3. ମୁଖ୍ୟବ୍ୟକ୍ତି; କର୍ତ୍ତା Chief.

  4. ନାୟକ Leader.

  5. ସର୍ଦ୍ଦାର A head.  (ଅନ୍ୟ ଶବ୍ଦସଙ୍ଗେ ଯୁକ୍ତ ହୋଇ ଏହି ଅର୍ଥ ବୁଝାଏ, ଯଥା - ନରାଧିପ) 

  6. କୌଣସି ବିଷୟର ଅଧିକାର ବା ଭାରପ୍ରାପ୍ତ ବ୍ୟକ୍ତି  (ଯଥା - ସଂଗ୍ରାମାଧିପ; ଶସ୍ୟାଧିପ) A person in charge.

  7. ବହୁ ମଧ୍ୟରେ ଶ୍ରେଷ୍ଠ Chief amongst many. (ଯଥା - ମୃଗାଧିପ; ଗଣାଧିପ; ଗଜାଧିପ)

  8. (ଜ୍ୟୋତିଷ) ଜ୍ୟୋତିଷ ଗଣନାକ୍ରମେ କୌଣସି ବର୍ଷ କୌଣସି ବିଷୟରେ ଭାରପ୍ରାପ୍ତ ଗ୍ରହ (ଯଥା - ଶସ୍ୟାଧିପ; ରସାଧିପ; ମେଘାଧିପ; ଧାନ୍ୟାଧିପ) A planet which according to astrological calculation is in charge of certain matters during a certain year.