Back

ଅଧିବାସନ


  1. Adhibāsana (ସଂ.ବି.) - ଗନ୍ଧମାଲ୍ୟାଦି ଦ୍ୱାରା ଅଙ୍ଗସଂସ୍କାର Toilette.

  2. ଯଜ୍ଞାରମ୍ଭ ପୂର୍ବରୁ ଯଜ୍ଞପୀଠରେ ଦେବବିଗ୍ରହଙ୍କ ଆବାହନ ଓ ପ୍ରତିଷ୍ଠା Invocation and consecration of an image preliminary to the performance of a sacrifice.

  3. ଜୀବନ୍ୟାସପୂର୍ବକ ଦେବବିଗ୍ରହ ପ୍ରତିଷ୍ଠା Making a divinity assume his abode inside an image.