Back

ଅଧିବାସୀ


  1. Adhibāsī (ସଂ.ବିଣ.) - ବାସିନ୍ଦା; ନିବାସୀ; (ଅମୁକ ସ୍ଥାନରେ) ବାସ କରିବା (ବ୍ୟକ୍ତି) Inhabiting; residing.

  2. ଅନ୍ୟର ଦେହରେ ଗନ୍ଧ ଚନ୍ଦନାଦି ଲେପନକାରୀ Applying scents to the body of another.

  3. (ସଂ.ବି.) - ନିବାସୀ ବ୍ୟକ୍ତି Inhabitant; resident.



 




  • ଅଧିବାସିନୀ - (ସ୍ତ୍ରୀ)