Back

ଅଧିବେଦନ


  1. Adhibedana (ସଂ.ବି.) - ପ୍ରଥମ ସ୍ତ୍ରୀ ବଞ୍ଚି ଥାଉଥାଉ ଦ୍ୱିତୀୟ ସ୍ତ୍ରୀକୁ ବିବାହ କରିବା Marrying of a second wife by superseding the 1st.



 [ ଦ୍ର ] ମଦ୍ୟପାନାସକ୍ତା, ଅସଚ୍ଚରିତ୍ରା, ପତିର ପ୍ରତିକୂଳା - ଚାରିଣୀ, ବ୍ୟାଧିଗ୍ରସ୍ତା, ହିଂସାପରାୟଣା, ଅସଦ୍ବ୍ୟୟଶୀଳା, ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ବନ୍ଧ୍ୟା ବା ୧୦ ବର୍ଷ ପର୍ଯ୍ୟନ୍ତ ମୃତବତ୍ସା ବା ୧୧ ବର୍ଷ ପର୍ଯ୍ୟନ୍ତ କେବଳ କନ୍ୟାପ୍ରସୂ ଓ ଅପ୍ରିୟବାଦିନୀ ସ୍ତ୍ରୀକୁ ପରିତ୍ୟାଗ କରି ଦ୍ୱିତୀୟ ସ୍ତ୍ରୀ ବିବାହ କରିବା ବିଧି ରହିଛି। (ରାମଶଙ୍କର, ମନୁ.9 - (80 - 81)]