Back

ଅଧିଭୂତ


  1. Adhibhūta (ସଂ.ବି.) - ପଞ୍ଚଭୂତର ନଶ୍ୱର ଦେହ  The perishable material body (consisting of the five elements.)

  2. ସୃଷ୍ଟିରେ ଥିବା ଯାବତୀୟ ପ୍ରାଣହୀନ ସୃଷ୍ଟ ବସ୍ତୁ The whole inanimate Creation.

  3. ପରମାତ୍ମା ଏବଂ ତାଙ୍କର ପ୍ରକାଶ The Supreme Being and His exhibition.