Back

ଅଇଣ୍ଡି

Category : [ Disease ]




  1. Aiṇḍi  (ଦେ.ବି.) - (ଅଣ୍ଡ, ଏ ରୋଗଗ୍ରସ୍ତ ଶିଶୁମାନଙ୍କର ପେଟ ଅଣ୍ଡାକାର ହୋଇ ବାହାରି ପଡ଼ିଥିବା ଯୋଗୁଁ) - ଏକ ମାତା ଗର୍ଭଜାତ ସ୍ତନ୍ୟ ତ୍ୟାଗ କରି ନଥିବା ଶିଶୁ ଓ ଏହି ଅବସ୍ଥାରେ ଜାତ ପରବର୍ତ୍ତୀ ଶିଶୁ Two children born shortly one after the other before the first child is weaned. 

  2. ଶିଶୁ ସ୍ତନ୍ୟ ତ୍ୟାଗ କରି ନଥିବା ଅବସ୍ଥାରେ ପୁଣି ମାତାର ଗର୍ଭାଧାନ  Pregnancy of the mother before a child is weaned.