Back

ଅଧିରୋହଣୀ


  1. Adhirohaṇī (ସଂ.ବି.) (ଯାହାଦ୍ୱାରା କୋଠା ଆଦି ଉପରେ ଚଢ଼ାଯାଏ) ସିଡ଼ି; ନିଶୁଣି Ladder; stairs.

  2. କୋଠା ଆଦି ଉପରକୁ ଉଠିବା ପାଇଁ ନିର୍ମିତ ପାହାଚ Flight of steps; stair-case.