Back

ଅଧିଶ୍ରୟଣ

Also : [ ଅଧିଶ୍ରପଣ ]




  1. Adhiṡrayaṇa (ସଂ.ବି.) - ନିଆଁ ଉପରେ ହାଣ୍ଡି ଆଦି ଚଢ଼ାଇବା Putting a pot on the fire.

  2. ଚୁଲି ଉପରେ ଗରମ କରିବା Warming over a fire.

  3. ନିଆଁ ଉପରେ ଫୁଟାଇବା Boiling over fire.

  4. (ବିଜ୍ଞାନପରିଭାଷା) ଦୂରବୀକ୍ଷଣ କାଚର ମଧ୍ୟଦେଇ ଆଲୋକ ରଶ୍ମିମାନ ଯେଉଁ ମଧ୍ୟ ବିନ୍ଦୁଠାରେ ମିଳିତ ହୁଏ Focus.