Back

ଅଧୀତୀ


  1. Adhītī (ସଂ.ବି.) ଛ୍ରାତ୍ର; ଶିଷ୍ୟ; ବିଦ୍ୟାର୍ଥୀ Student; pupil; scholar.

  2. ନିର୍ଦ୍ଦିଷ୍ଟ ପାଠକ୍ରମ ସମାପ୍ତକରିଥିବା ଛ୍ରାତ୍ର A graduate; a student who has completed a course of studies.

  3. (ସଂ.ବିଣ.) ଉତ୍ତମରୂପେ ଶିକ୍ଷିତ Well-read; well versed in.

  4. ବିଦ୍ୟାରେ ପାରଦର୍ଶୀ Proficient in.

  5. ମୁହଁରେ ଘୋଷୁଥିବା Muttering; engaged in repeating (texts).




  • ଅଧୀତିନୀ - (ସ୍ତ୍ରୀ)