Back

ଅଧୀନ


  1. Adhīna (ସଂ.ବିଣ.)  (ଯେ ପ୍ରଭୃର ଅଧିଗତ) ବଶବର୍ତ୍ତୀ, ଅନୁଗତ; ଆଶ୍ରିତ Subservient to; dependent on.

  2. ଆଜ୍ଞାଧୀନ Obedient to.

  3. ବାଧ୍ୟ Obliged to.

  4. ଅଧିକାରଭୁକ୍ତ Under the control or authority of.

  5. (ଦେ.ବି.) - ହୀନ ବା ବିନୀତ ଭୃତ୍ୟ; ସେବକ  Humble servant.

  6. ଅଧୀନସ୍ଥ ବ୍ୟକ୍ତି Subordinate person.




  • ଅଧୀନା - (ସ୍ତ୍ରୀ)

  • ଅଧୀନତା - (ବି)



 [ ଦ୍ର ] ନିମ୍ନସ୍ଥ କର୍ମଚାରୀ, ଭୃତ୍ୟ, ଛାତ୍ରମାନେ ଗୁରୁ ଓ ମାନ୍ୟସ୍ପଦ ବ୍ୟକ୍ତିଙ୍କୁ ପତ୍ର ଲେଖିଲାବେଳେ ନିଜ ସମ୍ବଦ୍ଧରେ 'ମୁଁ' 'ଆମ୍ଭେ' ପ୍ରୟୋଗ ନ କରି ତୃତୀୟ ପୁରୁଷରେ 'ଅଧୀନ' ପ୍ରୟୋଗ କରନ୍ତି।