Back

ଅଧୀନତା


  1. Adhīnatā (ସଂ.ବି.) ଆନୁଗତ୍ୟ; ପରତନ୍ତ୍ରତା; ବଶ୍ୟତା Subjection; subservience.

  2. ଆଜ୍ଞାନୁବର୍ତ୍ତିତା Allegiance; obedience.

  3. ଦାସ୍ୟ; ଭୃତ୍ୟତା Servitude.

  4. ନିମ୍ନରେ ରହିବା ଅବସ୍ଥା; ଅଧିକାରତଳେ ଥିବା ଅବସ୍ଥା Subordination.

  5. ଦୀନତା  Humbleness; humility.