Back

ଅଧୀନସ୍ଥ


  1. Adhīnastha (ଦେ.ବିଣ.) ବଶବର୍ତ୍ତୀ Subservient.

  2. ଅଧିକାରରେ ସ୍ଥିତ Under the authority or control of.

  3. ନିମ୍ନସ୍ଥ Subordinate.



 [ ଦ୍ର ] ବ୍ୟାକରଣ ନିୟମାନୁସାରେ ଏ ଶବ୍ଦଟି ଅଶୁଦ୍ଧ ଅଟେ। ଏହା ବଦଳରେ ଅଧୀନ ଲେଖିବା ଉପଯୁକ୍ତ ହେବ।