Back

ଅଧୀରା


  1. Adhīrā (ସଂ.ବିଣ.) ଅଧୀରର ସ୍ତ୍ରୀଲିଙ୍ଗ Feminine of Adhīra.

  2.  (ବି.) - ବିଦ୍ୟୁତ୍ Lightning.

  3. ନାୟିକାବିଶେଷ; ଅବ୍ୟବସ୍ଥିତ୍ତା ଓ କଳହପ୍ରିୟା ନାୟିକା A class of mistress; a capricious and quarrelsome mistress.

  4. ପ୍ରେମିକକୁ ଭେଟିବା ପାଇଁ ଧୈର୍ଯ୍ୟହୀନ ସ୍ତ୍ରୀ A woman who is very restless and impatient to meet her lover.

  5. ଯେଉଁ ନାୟିକା ନାୟକଠାରେ ଅନ୍ୟ ସ୍ତ୍ରୀର ବିଳାସ ଚିହ୍ନ ଦେଖି ଅଧୀରା ହୋଇ ପ୍ରତ୍ୟକ୍ଷ କୋପକରେ A woman who flies into a rage on seeing signs in her lover of having had attentions from some other lady

  6. ସ୍ତ୍ରୀ ଲୋକର ନାମ Name of a woman