Back

ଅଧୀଷ୍ଟ


  1. Adhīshṭa (ସଂ.ବିଣ.) ମାଗଣା; ଅବୈତନିକ Honorary.

  2. ପ୍ରାର୍ଥିତ Solicited.

  3. ସତ୍କାରପୂର୍ବକ ନିୟୋଜିତ Engaged with due respect.

  4. (ସଂ.ବି.) - ଅବୈତନିକ ବା ମାଗଣା କାମ ବା ଚାକିରୀ Honorary office or duty.

  5. କୌଣସି ବ୍ୟକ୍ତିକୁ ସତ୍କାର ପୂର୍ବକ କୌଣସି କାର୍ଯ୍ୟରେ ଲଗାଇବା Engaging or appointing a person to some position with due respect and honour.