Back

ଅଧୁଆମୁହାଁ


  1. Adhuāmuhāñ (ଦେ.ବିଣ.) - ଯେଉଁ ବ୍ୟକ୍ତି ଖାଇ ସାରିବା ପରେ ମୁହଁ ଧୋଇ ନ ଥାଏ One who has not washed his mouth and face after meal.

  2. ଯେଉଁ ବ୍ୟକ୍ତି ସକାଳୁ ଶଯ୍ୟା ତ୍ୟାଗ କଲାପରେ ମୁହଁ ଧୋଇ ନ ଥାଏ One who has not washed his face after rising from bed in the morning.

  3. ଯେଉଁ ବ୍ୟକ୍ତି ପ୍ରତି ଦିନ ସକାଳ ଶଯ୍ୟାରୁ ଉଠିବା ମାତ୍ରେ ମୁହଁ ଧୁଏ ନାହିଁ A person not accustomed to wash his face (the first thing in the morning).




  • ଅଧୁଆମୁହୀଁ -  (ସ୍ତ୍ରୀ)