Back

ଅଧୃତ


  1. Adhṛuta  (ସଂ.ବିଣ.) ଧରା ହୋଇ ନ ଥିବା Not held.

  2.  (ସଂ.ବି.) (ସମସ୍ତ ବସ୍ତୁର ଧାରଣ କର୍ତ୍ତା ଥିବାରୁ ଯାହାକୁ ଅନ୍ୟ କେହି ଧରି ନାହିଁ) ବିଷ୍ଣୁ; ପରମେଶ୍ୱର God.