Back

ଅଧେ


  1. Adhe (ଦେ.ବି.) ଅର୍ଦ୍ଧ; ପୂର୍ଣ୍ଣ ବସ୍ତୁର ସମାନ ଦୁଇଭାଗରୁ ଏକ ଭାଗ Half.

  2. ଅତି ଅଳ୍ପ ସଂଖ୍ୟକ; ଅତ୍ୟଳ୍ପ; ସାମାନ୍ୟ; କେତେକ A very few.

  3. (ଦେ.ବି.) - ଅର୍ଧପରିମିତ Half.

  4. ପ୍ରାୟ ଅର୍ଦ୍ଧେକ About half.

  5. ଅର୍ଦ୍ଧ ପରିମାଣ ବା ସଂଖ୍ୟା ମାତ୍ର Half only.