Back

ଅଧୋଗତ


  1. Adhogata (ସଂ.ବିଣ.) - ତଳକୁ ଯାଇଥିବା Gone down.

  2. ତଳକୁ ଖସି ପଡ଼ିଥିବା Fallen down.

  3. ବୁଡ଼ି ଯାଇଥିବା Sunk down.

  4. ଅସ୍ତ ହୋଇଥିବା Set




  • ଅଧୋଗତା - (ସ୍ତ୍ରୀ)

     

    • ଅଧୋଗତି






  1. Adhogati (ସଂ.ବି.) - ତଳେ ପଡ଼ିଯିବା Fall; falling-down.

  2. ଦୁର୍ଗତି; ଅବନତି Degradation.

  3. ଦୁର୍ଦ୍ଦଶା Misery; distress.

  4. ନରକରେ ପଡ଼ିବା Falling in hell.

  5. ପାତାଳକୁ ଖସି ପଡ଼ିବା Going down to the nether-world. ବୃ

  6. ଅସ୍ତହେବା Setting.

  7. ବୁଡ଼ିଯିବା Sinking down