Back

ଅଧୋଗାମୀ


  1. Adhogāmī (ସଂ.ବିଣ.) ତଳକୁ ଗତି କରୁଥିବା Going down.

  2. ବୁଡ଼ି ଯାଉଥିବା Sinking.

  3. ଅସ୍ତ ହେଉଥିବା Setting.

  4. ପଡ଼ୁଥିବା Falling down.

  5. ଦୁର୍ଦ୍ଦଶା ଭୋଗ କରୁଥିବା Miserable.

  6. ନରକକୁ ଗତି କରୁଥିବା; ନରକଗାମୀ Going towards hell.




  • ଅଧୋଗାମିନୀ - (ସ୍ତ୍ରୀ)