Back

ଅଧୋଘଣ୍ଟା

Also : [ ଅପାମାର୍ଗ ]




  1. Adhoghaṇṭā (ସଂ.ବି.) - (ଏହାର ଫଳଗୁଡ଼ିକ ଘଣ୍ଟିପରି ତଳ ଆଡ଼କୁ ମୁହଁ କରି ଥିବାରୁ) ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ A herbarious plant; Achyranthus aspera; the prickly chafflower.