Back

ଅଧୋଦୃଷ୍ଟି


  1. Adhodṛushti (ସଂ.ବି.) - ତଳ ଆଡ଼କୁ ଚାହିଁବା Downward look.

  2. ଯୋଗ ସାଧନର ଆସନବିଶେଷ A posture in j̄oga-exercise.

  3. (ସଂ.ବିଣ.) - (ବହୁବ୍ରୀହି) ଯେ ତଳ ଆଡ଼କୁ ଚାହିଁଥାଏ Looking downwards.