Back

ଅଧୋବାସ

Also : [ ଅଧରବାସ, ଅଧୋବସ୍ତ୍ର ]




  1. Adhobāsa (ସଂ.ବି.) - ନାଭି ବା ଅଣ୍ଟାଠାରୂ ତଳକୁ ପିନ୍ଧାଯିବା ଲୁଗା (ଯଥା - ଧୋତି; ପାଇଜାମା) Cloth worn below the navel or waist.

  2. ସଭା ତଳେ ଦେହକୁ ଲାଗି ପିନ୍ଧାଯିବା ଲୁଗା  (ଯଥା - କଉପୁନି; କାଛା; ଜଂଘିଆ) Under-wear; a sheet of cloth worn immediately on the private parts.

  3. ଅସ୍ତର୍; କୋଟ୍ ଆଦିର ତଳେ ଦିଆଯିବା କନା Lining of a coat.




  • ବହିର୍ବାସ - (ବି)