Back

ଅଧୋମୁଖ


  1. Adhomukha (ସଂ.ବି.) - ଲଜ୍ଜାବନତ ମୁଖ; ଲଜ୍ଜା ଯୋଗୁଁ ତଳକୁ ପୋତା ହୋଇ ଥିବା ମୁହଁ Drooping face.

  2. (ବହୁବ୍ରୀହି) ଅବାକ୍ପୁଷ୍ପୀ ଗୁଳ୍ମ A plant (pimpinella Anisum).

  3. ନାରକବିଶେଷ Name of a hell.

  4. ତଳକୁ ମୁହଁକରି ଉଡ଼ୁଥିବା  Flying downwards (Apte).

  5. ତଳଆଡ଼କୁ ଗତି କରୁଥିବା Having a downward motion (Apte).




  • ଅଧୋମୁଖା, ଅଧୋମୁଖୀ - (ସ୍ତ୍ରୀ)