Back

ଅଧୋମୁଖଗଣ

Also : [ ଅଧୋମୁଖ ନକ୍ଷତ୍ର ]




  1. Adhomukhagaṇa (ସଂ.ବି.) - (ଏମାନଙ୍କର ଗତି ନିମ୍ନଦିଗକୁ ହେବାରୁ)  (ଜ୍ୟୋତିଷ) ଦ୍ୱିଜା, କୃତ୍ତିକା, ଅଶ୍ଳେଷା, ମଘା, ପୂର୍ବଫାଲ୍ଗୁନୀ, ବିଶାଖା, ମୂଳା, ପୂର୍ବାଷାଢ଼ା, ପୂର୍ବଭାଦ୍ରପଦ ଏହି ନଅଗୋଟି ନକ୍ଷତ୍ର  (astronomy) A name given to nine constellations.