Back

ଅକାଣ୍ଡ


  1. Akāṇḍa (ସଂ.ବି.) - ଅକାଳ; ଅସମୟ; ଅନୁପଯୁକ୍ତ ସମୟ Inopportune time; improper time.

  2. ଅଘଟନୀୟ ବ୍ୟାପାର Improbable event.

  3. (ସଂ.ବିଣ.) - (ବହୁବ୍ରୀହି) - ସ୍କନ୍ଧଶୂନ୍ୟ (ବୃକ୍ଷ); ଯେଉଁ ବୃକ୍ଷର ଗଣ୍ଡି ନ ଥାଏ Trunkless (tree)

  4. ଶାଖାଶୂନ୍ୟ Branchless.

  5. (ଦେ.ବିଣ.) - ଅପ୍ରତ୍ୟାଶିତ Unexpected.

  6. ହଠାତ୍ ଉପସ୍ଥିତ Sudden. 

  7. (ଦେ.କ୍ରି.ବିଣ)ଅକାଳେ; ଅସମୟରେ Untimely.

  8. ହଠାତ୍; ଅକସ୍ମାତ୍ Suddenly.

  9. ଅପ୍ରତ୍ୟାଶିତରୂପେ Unexpectedly.