Back

ଅଧୋଶିରା


  1. Adhoṡirā (ସଂ.ବିଣ.) ଲଜ୍ଜାବନତ ମୁଖ; ଲଜ୍ଜା ଯୋଗୁଁ ତଳକୁ ପୋତା ହୋଇ ଥିବା ମୁହଁ Drooping face.

  2. (ବହୁବ୍ରୀହି) ଅବାକ୍ପୁଷ୍ପୀ ଗୁଳ୍ମ A plant (pimpinella Anisum).

  3. (ସଂ.ବି.) - ନାରକବିଶେଷ Name of a hell.