Back

ଅଧ୍ବ


  1. Adhwa (ସଂ.ବି.) (ଯାହା ଉପରେ ସର୍ବଦା ଗମନ କରାଯାଏ) ଦାଣ୍ଡ; ପଥ; ବାଟ; ରାସ୍ତା Road.

  2. ପଥ ଭ୍ରମଣ; ବାଟ ଚାଲିବା journey; travel.

  3. ଦୂରତ୍ୱ Distance; space.

  4. ଉପାୟ Means; resource.

  5. ଅବୟବ; ଅଙ୍ଗ Limb.

  6. ସମୟ; କାଳ Time.

  7. ଆକ୍ରମଣ Attack.

  8. ପରାଭବ Defeat.

  9. ଗ୍ରହମାନଙ୍କ ଭ୍ରମଣପଥ Orbit of a planet.

  10. ବେଦର ଶାଖା A recension of the Bedas and the school upholding it.

  11. ଆକାଶ Sky.

  12. ବାୟୁ Air; atmosphere.

  13. ପ୍ରଣାଳୀ Method.



 [ ଦ୍ର ] ସଂ. ଅଧ୍ୱନ୍ ଶବ୍ଦ ସମାସରେ 'ଅଧ୍ୱ' ଆକାରରେ ପରିଣତ ହୁଏ। ଯଥା - ଅଧ୍ୱଗା; ଅଧ୍ୱଶ୍ରମ