Back

ଅଇଣ୍ଡିଆ

Category : [ Disease ]




  1. Aiṇḍiā  (ଦେ.ବି.) - (ଶିଶୁ ଓ ବାଳ ରୋଗ ବିଶେଷ) ଗର୍ଭିଣୀ ମାତାର ଦୂଷିତ ସ୍ତନ୍ୟ ପାନ କରିବାଯୋଗୁଁ ଶିଶୁର ଅଜୀର୍ଣ୍ଣ ଝାଡ଼ା ଓ ଦୁର୍ବଳତା  Infantile diarrhea due to suckling the breast of a pregnant mother.

  2. ଅଇଣ୍ଡିଆ ରୋଗଗ୍ରସ୍ତ (ଶିଶୁ)। (a pregnant mother's first child) Suffering from infantile diarrhea.

    [ ଦ୍ର ] ପ୍ରଥମ ଶିଶୁ ମାତୃସ୍ତନ୍ୟପାନ ଛାଡ଼ି ନଥିବା ଅବସ୍ଥାରେ ମାତାର ଗର୍ଭ ହେଲେ ଶିଶୁ ଶୀର୍ଣ୍ଣ ହୁଏ ଓ ତା ପେଟଟି ବଡ଼ ଦେଖାଯାଏ]