Back

ଅଧ୍ବନୀନ


  1. Adhwanīna (ସଂ.ବିଣ.) - (ସର୍ବଦା ଭ୍ରମଣ କରିବା ଅର୍ଥରେ) ସର୍ବଦା ଭ୍ରମଣକାରୀ  Always travlling.

  2. ଭ୍ରମଣ ବା ଯାତ୍ରା କରିବାକୁ ସମର୍ଥ Able to undertake a journey.

  3. (ସଂ.ବି.) ପର୍ଯ୍ୟଟକ; ପଥିକ A travelling; way-farer.

  4. ଦ୍ରୁତଗାମୀ ପଥିକ A traveller going fast.

  5. ସୂର୍ଯ୍ୟ The sun.