Back

ଅଧ୍ବର୍ଯ୍ୟୁ


  1. Adhwarj̄yu (ସଂ.ବି.) - ଯଜୁର୍ବେଦଜ୍ଞ; ଯାଜ୍ଞକ; ଋତ୍ୱିକ An officiating priest in a fire-sacrifice.

  2. ଯଜୁର୍ବେଦ The J̄ajurbeda.

  3. ଯଜୁର୍ବେଦୀ ବ୍ରାହ୍ମଣ An adherent of the J̄ajurbeda.



 [ ଦ୍ର ] ଯଜ୍ଞର ପୁରୋହିତମାନଙ୍କର ଭିନ୍ନ ଭିନ୍ନ କର୍ତ୍ତବ୍ୟ ଅନୁସାରେ ଭିନ୍ନ ଭିନ୍ନ ନାମ ଥିଲା, ଯଥା - ହୋତା, ଉଦ୍‌ଗାତା, ବ୍ରହ୍ମା, ଅଧ୍ୱର୍ଯ୍ୟୁ। ଯଜ୍ଞ ଭୂମିକୁ ମାପ କରି ଯଜ୍ଞ ବେଦୀ ନିର୍ମାଣ କରିବା, ଯଜ୍ଞ ପାତ୍ର ପ୍ରସ୍ତୁତ କରିବା, ଜଳ ଓ ସମିଧ ସଂଗ୍ରହ କରିବା, ନିଆଁ ଲଗାଇବା, ପଶୁକୁ ଆଣିବା ଓ ପଶୁକୁ ବଧ କରିବା ଅଧ୍ୱର୍ଯ୍ୟୁଙ୍କ କର୍ମ। ଏହି ସବୁ କର୍ମ କରୁ କରୁ ସେ ଯଜୁର୍ବେଦ ମନ୍ତ୍ର ବୋଲୁଥିବେ।