Back

ଅଧ୍ବାନ୍ତ


  1. Adhwānta (ସଂ.ବି.) ସାମାନ୍ୟ ଅନ୍ଧାର; ମାଛି ଅନ୍ଧାର; ମୁହଁ ଅନ୍ଧାର Twilight; slight darkness.

  2. ଛାଇ Shade.

  3. (ଅଧ୍ୱ+ଅନ୍ତ) ଯାତ୍ରା ବା ଭ୍ରମଣର ଶେଷ End of the journey.

  4. ମାର୍ଗର ସୀମା The limit of a road.