Back

ଅଧ୍ୟକ୍ଷ


  1. Adhyaksha (ସଂ.ବିଣ.) ଇନ୍ଦ୍ରିୟ ଗୋଚର; ପ୍ରତ୍ୟକ୍ଷ Perceptible to the senses.

  2. ଦୃଶ୍ୟ Visible.

  3. ତନଖି କରିବାବାଲା Exercising supervision; supervising.

  4. ନିୟନ୍ତ୍ରଣକାରୀ Guiding; presiding over.

  5. (ସଂ.ବି.) ତନଖି କରିବା ପ୍ରଧାନ ବ୍ୟକ୍ତି; (ଯଥା - ଗଜାଧ୍ୟକ୍ଷ) Supervisor; foreman.

  6. ପ୍ରଭୁ; ସ୍ୱାମୀ; ଅଧିପତି Master; lord.

  7. ମୁଖ୍ୟ ବା ପ୍ରଧାନ ବ୍ୟକ୍ତି; ସର୍ଦ୍ଦାର Headman; chief. (ଯଥା - ଗ୍ରାମାଧ୍ୟକ୍ଷ; ଦାନାଧ୍ୟକ୍ଷ।)

  8. ପ୍ରଧାନ ଶିକ୍ଷକ Head master; Principal.

  9. ସଭାପତି President.

  10. କାର୍ଯ୍ୟାଧ୍ୟକ୍ଷ Superintendent.

  11. ତଦାରଖ କରିବା ହାକିମ Inspector.

  12. ଶାସକ; ଅଧୀଶ୍ୱର Ruler; king.

  13. ଅଧିକାର ବା ଭାରପ୍ରାପ୍ତ ବ୍ୟକ୍ତି A person in charge. (ଯଥା - ଦ୍ୱାରାଧ୍ୟକ୍ଷ।)

  14. ପରିଚାଳକ Director; controller. (ଯଥା - ସେନାଧ୍ୟକ୍ଷ।).

  15. କ୍ଷୀରିକା ଗୁଳ୍ମ; ଖିରିକୋଳି ଗଛ  A plant; Mimusops kauki.

  16. (ବୈଦିକ) ଆଖିରେ ଦେଖିଥିବା ସାକ୍ଷୀ An eye-witness.




  • ଅଧ୍ୟକ୍ଷ - (ସ୍ତ୍ରୀ)