Back

ଅଧ୍ୟକ୍ଷର


  1. Adhyakshara (ସଂ.ବି.) (ଅଧି+ଅକ୍ଷର; ପ୍ରଧାନ ଅକ୍ଷର)  ଓଁ; ପ୍ରଣବ  The mystic syllable 'Om'

  2. (ସଂ.ଅ.) (ଅଧି+ଅକ୍ଷର; ଅକ୍ଷରକୁ ଅଧିକାର କରି) ଅକ୍ଷର ବିଷୟକ Relating to letters or syllables.

  3. (ଅଧି=ଉପରେ+ଅକ୍ଷର) ଅକ୍ଷରମାନଙ୍କ ଉପରେ Above all letters.