Back

ଅଧ୍ୟଗ୍ନି


  1. Adhyagni (ସଂ.ଅ.) - ବିବାହକାଳୀନ ହୋମାଗ୍ନି ସମ୍ମୁଖରେ ବା ନିକଟରେ Over or by the nuptial fire.

  2. (ସଂ.ବି.) - (ବିବାହବେଦୀରେ ହୋମାଗ୍ନି ସମକ୍ଷରେ ପ୍ରଦତ୍ତ ବା ଅଙ୍ଗୀକୃତ ହେବାରୁ)  ୬ ପ୍ରକାରର ସ୍ତ୍ରୀ ଧନ ମଧ୍ୟରୁ ଏକତମ; ବିବାହବେଦୀରେ ହୋମାଗ୍ନି ସମ୍ମୁଖରେ ପିତା ମାତା ସ୍ୱାମୀ ଓ ଭ୍ରାତା କନ୍ୟାକୁ ଯେଉଁ ଧନ ଉପହାର ଦିଅନ୍ତି  (Hindu law) A gift made to a girl at marriage i.e., before the nuptial fire.



(ମନୁ -9-194)।