Back

ଅଧ୍ୟବସାନ


  1. Adhyabasāna (ସଂ.ବି.) ସଂକଳ୍ପ Resolve; determination.

  2. ଚେଷ୍ଟା Effort; attempt.

  3. (ଅଳଙ୍କାର ଶାସ୍ତ୍ର) ଅକର୍ମ ସାଧନାର୍ଥ ସଂକଳ୍ପ Resolution; determination.

  4. ମାନସିକ ଚେଷ୍ଟା Mental effort.

  5. (ଅଳଙ୍କାର) ସଂକ୍ଷପ୍ତ ଓ ଓଜସ୍ୱିନୀ ଭାଷା  concise and forcible language.