Back

ଅଧ୍ୟବହନନ


  1. Adhyabahanana (ସଂ.ବି.) ଥରେ କୁଟାଯାଇ ଚୋପା କଢ଼ାଯାଇଥିବା ପଦାର୍ଥକୁ ଆଉଥରେ କୁଟିବା; କାଣ୍ଡିବା; ପୂର୍ବା -ବଘାତଦ୍ୱାରା ବିତୁଷୀକୃତ ପଦାର୍ଥର ପୁନରବଘାତ Beating again what has once been threshed and peeled.