Back

ଅଧ୍ୟୟ


  1. Adhyaya (ସଂ.ବି.) - ପାଠାଭ୍ୟାସ; ପାଠପଢ଼ା; ପଠନ Reading; study.

  2. ବିଦ୍ୟାଶିକ୍ଷା Learning.

  3. ବେଦପାଠ Reading of the Bedas.

  4. (ଗ୍ରନ୍ଥର ପରିଚ୍ଛେଦ; ସର୍ଗ Chapter of a book.

  5. ପାଠ ପଢ଼ିବାର ଉପଯୁକ୍ତ ସମୟ Proper time for reading or for a lesson.

  6. ଗ୍ରନ୍ଥର ପାଠ; ଯେଉଁ ଅଂଶକୁ ଛାତ୍ର ଥରକେ ପଢ଼ି ପାରିବ A lesson.

  7. ଆବୃତ୍ତି କରାଯିବା ବା ବୋଲାଯିବା ସ୍ତୋତ୍ର Hymn which is recited.

  8. ଅଧ୍ୟୟନ Reading; study.

  9. ସ୍ମରଣ  Remembrance.