Back

ଅଧ୍ୟୟନ


  1. Adhyayana (ସଂ.ବି.) - ପାଠାଭ୍ୟାସ; ପାଠପଢ଼ା; ପଠନ Reading; study.

  2. ବିଦ୍ୟାଶିକ୍ଷା Learning.

  3. ବେଦପାଠ Reading of the Bedas.



 [ ଦ୍ର ]  ଏହା ବାହ୍ମଣର କର୍ତ୍ତବ୍ୟ ଷଟ୍‌କର୍ମ ମଧ୍ୟରୁ ଏକତମ; ଷଟ୍‌କର୍ମ, ଯଥା - ଅଧ୍ୟୟନ, ଅଧ୍ୟାପନ, ଦାନ, ପ୍ରତିଗ୍ରହ, ଯଜ୍ଞ ଓ ଅତିଥିସତ୍କାର।