Back

ଅଧ୍ୟର୍ଦ୍ଧ


  1. Adhyarddha (ସଂ.ବିଣ.) - ସାର୍ଦ୍ଧ; ଦେଢ଼; କୌଣସି ପଦାର୍ଥ ସଙ୍ଗେ ତହିଁର ଅଧେ ମିଳିତ ହୋଇ ଯେଉଁ ପରିମାଣ ହୁଏ One and half.

  2. (ସଂ.ବି.) - ପୂର୍ଣ୍ଣବସ୍ତୁ ଓ ତହିଁ ସଙ୍ଗେ ଆହୁରି ଅଧେ ମିଶିଥିବା One and a half.

  3. ପବନ; ବାୟୁ Wind