Back

ଅକାତ


  1. Akāta  ( ଦେ.ବିଣ.)ଅଗାଧ; ଅତି ଗଭୀର; ଯେଉଁ ଗଭୀର ଜଳର ତଳକୁ ଡଙ୍ଗାର କାତ ପାଏ ନାହିଁ  Fathomless; very deep. 

  2. ଯାହାର ଗଭୀରତା ଅମାପ Unfathomable.

  3. ଅମାପ Immeasurable.